User:Ramesh Chandra Dash
ନାମ : ରମେଶ ଚନ୍ଦ୍ର ଦାଶ
ଶିକ୍ଷାଗତ ଯୋଗ୍ୟତା : ଏମ୍.ଏ.(ଓଡ଼ିଆ), ବି.ଏଡ୍.
ପିତାଙ୍କ ନାମ : ୰ତ୍ରିଲୋଚନ ଦାଶ
ମାତାଙ୍କ ନାମ : ୰ପାର୍ବତୀ ଦାଶ
ଜନ୍ମ ତାରିଖ : ତା୧୫-୦୫-୧୯୬୩
ସ୍ଥାୟୀ ଠିକଣା : ସା.-ଦୁର୍ଗାଦାସପୁର, ପୋ.-ମଙ୍ଗଳପୁର, ଜିଲ୍ଲା- ପୁରୀ
ବର୍ତ୍ତମାନ ଠିକଣା : ଶିକ୍ଷାଶ୍ରୀ ଲେନ୍, କୁମ୍ଭାରପଡ଼ା, ଅଠରନଳା, ପୁରୀ-୨, ପୁରୀ
ବୃତ୍ତି : ୧୯୮୯ମସିହାରେ ପ୍ରାଥମିକ ଭାବରେ ଯୋଗଦାନ । ବ ର୍ମାନ ସହକାରୀ ଶିକ୍ଷକ, ପୁଲକେଶ୍ୱରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ଗୋରୁଆଳ, ବ୍ରହ୍ମଗିରି, ପୁରୀରେ କାର୍ଯ୍ୟରତ
ପ୍ରଥମ ପ୍ରକାଶିତ ଲେଖା : ୧୯୮୩ ମସିହା ମାର୍ଚ୍ଚ ସଂଖ୍ୟାର ବିଲୁଆ ନନାରେ ପ୍ରକାଶିତ
ପ୍ରକାଶିତ ପୁସ୍ତକ :
୧-ସାହସିର ଜୟ (ଶିଶୁ-କିଶୋର ଉପନ୍ୟାସ) ୧୯୮୬
୨-ଗଣିତ ଧାରା (୧୯୯୨)
୩-ମମତାମୟୀ ମା’ଟେରେସା(ଜୀବନୀ)୧୯୯୭
୪-କ୍ଷେପଣାସ୍ତ୍ର ମଣିଷରୁ ରାଷ୍ଟ୍ରପତି ଡଃ. ଏ.ପି.ଜେ.ଅବଦୁଲ କଲାମ (ଜୀବନୀ)(୨୦୦୨)
୫-ଶିକ୍ଷାଶ୍ରୀ ସାଧାରଣଜ୍ଞାନ(୧ମ)(୨୦୦୪)
୬-ଶିକ୍ଷାଶ୍ରୀ ସାଧାରଣଜ୍ଞାନ(୨ୟ)(୨୦୦୪)
୭-ଶିକ୍ଷାଶ୍ରୀ ଶିଶୁଗୀତି (୨୦୦୪)
୮-ଆମ ପିଲାଙ୍କ ଗଣିତ (୨୦୦୫)
୯-ଗାଇ ଗାଇ ଆମେ ନାଚିବା ଆସ (୨୦୦୭)
୧୦-ସୁଆଦିଆ ଗପ(୨୦୦୭)
୧୧-ହାତୀ ପଢ଼ିଲା ପାଠ(୨୦୦୮)
୧୨-ହସାଏ ଯିଏ ହସଇ ସିଏ (ଏକାଙ୍କିକା)(୨୦୦୯)
୧୩-କୁନି ିଲାଙ୍କ କୁନି ଗୀତ(୨୦୧୨),
୧୪-ପିଲାଙ୍କ ଦାରୁଦେବତା(୨୦୧୫)
୧୫-ସତ କହିବା ମିତ ହୋଇବା(ଶିଶୁ-କିଶୋର ଉପନ୍ୟାସ) (୨୦୧୫)
୧୬-ମୋ ଅଭୁଲା କଥା (ଆତ୍ମଜୀବନୀ)(୨୦୧୫)
୧୭-ହସରେ ହସରେ ଗପ(୨୦୧୭)
୧୮-ଗପ ବଟୁଆ(୨୦୧୯)
୧୯-ଗପଭାର (୨୦୨୦)
ପୁରସ୍କାର ଓ ସମ୍ମାନ :
ଅଭିନନ୍ଦନିକା ସମ୍ମାନ (କୃତି ଶିକ୍ଷକ ଭାବରେ) (୧୯୯୫)
ଉତ୍କଳ ସମାଜ ଶିଶୁ ସାହିତ୍ୟ ସମ୍ମାନ (୨୦୦୦)
ପ୍ରତିଭା ସାହିତ୍ୟ ସଂସଦ ସମ୍ମାନ (୨୦୦୪)
ମାଣିକ ବିଶ୍ୱନାଥ ସ୍ମୃତି ସମ୍ମାନ(୨୦୦୮)
ଭାରତୀୟ ବାଲ୍ କଲ୍ୟାଣ ସଂସ୍ଥାନ ସମ୍ମାନ, କାନପୁର(୨୦୦୯)
ମିତ୍ରସଂଘ, ପୁରୀ (୨୦୧୦)
ଟିକିତାରା ସମ୍ମାନ, ପୁରୀ (୨୦୧୧)
ଭାରତୀୟ ବାଲ୍ କଲ୍ୟାଣ ସଂସ୍ଥାନ ସମ୍ମାନ,ଗାନ୍ଧୀ ରାଷ୍ଟ୍ରୀୟ ହିନ୍ଦୀ ବିଦ୍ୟାଳୟ, ନାଂଦେଡ଼, ମହାରାଷ୍ଟ୍ର (୨୦୧୪)
ନିଖିଳ ଉତ୍କଳ ଶିଶୁ ସାହିତ୍ୟ ସଂସଦ ସମ୍ମାନ (୨୦୧୬)
ନିର୍ଝରିଣୀ ଶିଶୁ ସାହିତ୍ୟ ସମ୍ମାନ (୨୦୧୬)
କୋଣାର୍କ ସାହିତ୍ୟ ସଂସଦ ସମ୍ମାନ, କୋଣାର୍କ (୨୦୧୬)
ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦ ସମ୍ମାନ,ପୁରୀ (୨୦୧୭)
ମାରୁତି ନଗର ଉନ୍ନୟନ ପରିଷଦ, ପୁରୀ (୨୦୧୭)
ରାମଚନ୍ଦ୍ର ପ୍ରଧାନ ଫାଉଣ୍ଡେସନ୍, ପୁରୀ (୨୦୧୮)